or_tn/act/05/01.md

804 B

ନୂତନ ବିଶ୍ବାସୀମାନେ କିପରି ଆପଣା ଆପଣାର ଜିନିଷ ପତ୍ରକୁ ଅନ୍ୟ ବିଶ୍ବାସୀମାନଙ୍କ ମଧ୍ୟରେ ବାଣ୍ଟୁଥିଲେ, ସେହି ଘଟଣାକୁ ଜାରିରଖି ଲୂକ ଦୁଇଜଣ ବିଶ୍ବାସୀ ହନନିୟ ଓ ଶଫୀରା ବିଷୟରେ କହୁଛନ୍ତି I(ଦେଖ: [[rc:///ta/man/translate/writing-background]] ଓ [[rc:///ta/man/translate/writing-participants]])

Now

ମୁଖ୍ୟ ଘଟଣା ଧାରାରେ ଏକ ବିରାମ ଦେଇ ଘଟଣାର ଏକ ନୂଆ ଅଂଶ ଆରମ୍ଭ କରିବାପାଇଁ ଏହି ଶବ୍ଦଟି ଏଠି ବ୍ୟବହାର କରାଯାଇଛି I