or_tn/act/05/01.md

8 lines
804 B
Markdown
Raw Permalink Normal View History

2020-11-19 00:15:53 +00:00
#
ନୂତନ ବିଶ୍ବାସୀମାନେ କିପରି ଆପଣା ଆପଣାର ଜିନିଷ ପତ୍ରକୁ ଅନ୍ୟ ବିଶ୍ବାସୀମାନଙ୍କ ମଧ୍ୟରେ ବାଣ୍ଟୁଥିଲେ, ସେହି ଘଟଣାକୁ ଜାରିରଖି ଲୂକ ଦୁଇଜଣ ବିଶ୍ବାସୀ ହନନିୟ ଓ ଶଫୀରା ବିଷୟରେ କହୁଛନ୍ତି I(ଦେଖ: [[rc://*/ta/man/translate/writing-background]] ଓ [[rc://*/ta/man/translate/writing-participants]])
# Now
ମୁଖ୍ୟ ଘଟଣା ଧାରାରେ ଏକ ବିରାମ ଦେଇ ଘଟଣାର ଏକ ନୂଆ ଅଂଶ ଆରମ୍ଭ କରିବାପାଇଁ ଏହି ଶବ୍ଦଟି ଏଠି ବ୍ୟବହାର କରାଯାଇଛି I