or_tn/act/24/01.md

36 lines
2.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏଠାରେ “ଆପଣ” ଶବ୍ଦଟି ଶାସନକର୍ତ୍ତା ଫେଲିକ୍ସଙ୍କୁ ବୁଝାଏ I ଏଠାରେ “ଆମ୍ଭେମାନେ” ଫେଲିକ୍ସଙ୍କ ଅଧୀନସ୍ଥ ନାଗରିକମାନଙ୍କୁ ବୁଝାଏ I
# Connecting Statement:
କାଇସରିଆରେ ପାଉଲ ବିଚାରାଧିନ ଅଛନ୍ତି I ତର୍ତ୍ତୁଲ୍ଲ ଶାସନକର୍ତ୍ତା ଫେଲିକ୍ସଙ୍କ ନିକଟରେ ପାଉଲଙ୍କ ବିରୁଦ୍ଧରେ ଅଭିଯୋଗ ଉପସ୍ଥାପନ କରୁଛନ୍ତି I
# After five days
ରୋମୀୟ ସୈନ୍ୟମାନେ ପାଉଲଙ୍କୁ କାଇସରିଆକୁ ନେଇ ଯିବାର ପାଞ୍ଚ ଦିନ ପରେ
# Ananias
ଏହା ଜଣେ ଲୋକର ନାମ I ଏହା [ପ୍ରେରିତ ୫:୧](../05/01.md)ରେ ଥିବା ହନନିୟ କିମ୍ବା [ପ୍ରେରିତ ୯:୧୦](../09/10.md)ରେ ଥିବା ହନନିୟ ନୁହନ୍ତି I [ପ୍ରେରିତ ୨୩:୧](../23/01.md) ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I (ଦେଖ: [[rc://*/ta/man/translate/translate-names]])
# an orator
ଜଣେ ଓକିଲ I ତର୍ତ୍ତୁଲ୍ଲ ରୋମୀୟ ଆଇନରେ ଧୁରନ୍ଧର ଥିଲେ ଓ ବିଚାରାଳୟରେ ପାଉଲଙ୍କ ବିରୁଦ୍ଧରେ ଅଭିଯୋଗ କରୁଥିଲେ I
# Tertullus
ଏହା ଜଣେ ଲୋକର ନାମ I (ଦେଖ: [[rc://*/ta/man/translate/translate-names]])
# went there
କାଇସରିଆକୁ ଗଲେ ଯେଉଁଠାରେ ପାଉଲ ଥିଲେ
# before the governor
ଶାସନକର୍ତ୍ତାଙ୍କ ସମ୍ମୁଖରେ ଯେ କି ବିଚାରାଳୟରେ ବିଚାରପତି ଥିଲେ
# brought charges against Paul
ଶାସନକର୍ତ୍ତାଙ୍କ ସମ୍ମୁଖରେ ଯୁକ୍ତି କରିବାକୁ ଆରମ୍ଭ କଲେ ଯେ ପାଉଲ ବ୍ୟବସ୍ଥା ଲଂଘନ କରିଛନ୍ତି I