# General Information: ଏଠାରେ “ଆପଣ” ଶବ୍ଦଟି ଶାସନକର୍ତ୍ତା ଫେଲିକ୍ସଙ୍କୁ ବୁଝାଏ I ଏଠାରେ “ଆମ୍ଭେମାନେ” ଫେଲିକ୍ସଙ୍କ ଅଧୀନସ୍ଥ ନାଗରିକମାନଙ୍କୁ ବୁଝାଏ I # Connecting Statement: କାଇସରିଆରେ ପାଉଲ ବିଚାରାଧିନ ଅଛନ୍ତି I ତର୍ତ୍ତୁଲ୍ଲ ଶାସନକର୍ତ୍ତା ଫେଲିକ୍ସଙ୍କ ନିକଟରେ ପାଉଲଙ୍କ ବିରୁଦ୍ଧରେ ଅଭିଯୋଗ ଉପସ୍ଥାପନ କରୁଛନ୍ତି I # After five days ରୋମୀୟ ସୈନ୍ୟମାନେ ପାଉଲଙ୍କୁ କାଇସରିଆକୁ ନେଇ ଯିବାର ପାଞ୍ଚ ଦିନ ପରେ # Ananias ଏହା ଜଣେ ଲୋକର ନାମ I ଏହା [ପ୍ରେରିତ ୫:୧](../05/01.md)ରେ ଥିବା ହନନିୟ କିମ୍ବା [ପ୍ରେରିତ ୯:୧୦](../09/10.md)ରେ ଥିବା ହନନିୟ ନୁହନ୍ତି I [ପ୍ରେରିତ ୨୩:୧](../23/01.md) ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I (ଦେଖ: [[rc://*/ta/man/translate/translate-names]]) # an orator ଜଣେ ଓକିଲ I ତର୍ତ୍ତୁଲ୍ଲ ରୋମୀୟ ଆଇନରେ ଧୁରନ୍ଧର ଥିଲେ ଓ ବିଚାରାଳୟରେ ପାଉଲଙ୍କ ବିରୁଦ୍ଧରେ ଅଭିଯୋଗ କରୁଥିଲେ I # Tertullus ଏହା ଜଣେ ଲୋକର ନାମ I (ଦେଖ: [[rc://*/ta/man/translate/translate-names]]) # went there କାଇସରିଆକୁ ଗଲେ ଯେଉଁଠାରେ ପାଉଲ ଥିଲେ # before the governor ଶାସନକର୍ତ୍ତାଙ୍କ ସମ୍ମୁଖରେ ଯେ କି ବିଚାରାଳୟରେ ବିଚାରପତି ଥିଲେ # brought charges against Paul ଶାସନକର୍ତ୍ତାଙ୍କ ସମ୍ମୁଖରେ ଯୁକ୍ତି କରିବାକୁ ଆରମ୍ଭ କଲେ ଯେ ପାଉଲ ବ୍ୟବସ୍ଥା ଲଂଘନ କରିଛନ୍ତି I