or_tn/act/09/10.md

1.2 KiB

General Information:

ଶାଉଲଙ୍କର ଘଟଣା ଜାରି ରହିଛି କିନ୍ତୁ ଲୂକ ହନନିୟ ନାମକ ଆଉ ଜଣେ ବ୍ୟକ୍ତିଙ୍କର ପରିଚୟ ଦେଉଛନ୍ତି I ଏହା ସେହି ହନନିୟ ନୁହନ୍ତି ଯେ କି ପ୍ରେରିତ ୫:୩ରେ ମୃତ୍ୟୁଭୋଗ କଲେ I ତଥାପି ତୁମେ ଯେ ପ୍ରକାରେ ଏହି ନାମକୁ ପ୍ରେରିତ ୫:୧ରେ ଅନୁବାଦ କରିଥିଲ, ସେହି ପ୍ରକାରେ ଅନୁବାଦ କରି ପାରିବ I ଯଦିଓ ନୂତନ ନିୟମରେ ଏକାଧିକ ଯିହୂଦାଙ୍କ ନାମ ଉଲ୍ଲେଖ ଅଛି, ସମ୍ଭବତଃ ଏହି ଯିହୂଦାଙ୍କର ଉଲ୍ଲେଖ କେବଳ ଏହି ସ୍ଥାନରେ ହିଁ ଅଛି I (ଦେଖ: rc://*/ta/man/translate/translate-names)

Now there was

ଏହା ଏକ ନୂଆ ଚରିତ୍ର ଭାବରେ ହନନୀୟଙ୍କୁ ପରିଚୟ କରାଏ I (ଦେଖ: rc://*/ta/man/translate/writing-participants)

He said

ହନନିୟ କହିଲେ