or_tn/act/15/24.md

1023 B
Raw Permalink Blame History

General Information:

ଏଠାରେ “ଆମ୍ଭେମାନେ,” “ଆମ୍ଭମାନଙ୍କର” ଓ “ଆମ୍ଭମାନଙ୍କୁ” ଶବ୍ଦଗୁଡିକ ଯିରୂଶାଲମ ମଣ୍ଡଳୀର ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-exclusiveପ୍ରେରିତ ୧୫:)

that certain men

ଯେ କେତେକେ ଲୋକ

with no orders from us

ଯଦିଓ ଆମ୍ଭେମାନେ ସେମାନଙ୍କୁ ଯିବାପାଇଁ କୌଣସି ଆଦେଶ ଦେଇ ନ ଥିଲୁ

disturbed you with teachings that upset your souls

ଏଠାରେ “ମନ” ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଏପରି ବିଷୟ ଶିଖାଇଛନ୍ତି ଯାହା ତୁମ୍ଭମାନଙ୍କୁ ଅସ୍ଥିର କରୁଅଛି” (ଦେଖ: rc://*/ta/man/translate/figs-synecdoche)