or_tn/act/15/22.md

1.2 KiB

General Information:

ଏଠାରେ “ସେମାନଙ୍କୁ” ଶବ୍ଦଟି ଯିହୂଦା ଓ ଶୀଲାଙ୍କୁ ବୁଝାଏ I “ସେମାନେ” ଶବ୍ଦ ପ୍ରେରିତ, ପ୍ରାଚୀନ ଓ ଯିରୂଶାଲମ ମଣ୍ଡଳୀର ଅନ୍ୟ ବିଶ୍ବାସୀମାନଙ୍କୁ ବୁଝାଏ I

the whole church

ଏଠାରେ “ମଣ୍ଡଳୀ” ଲୋକମାନଙ୍କୁ ବୁଝାଏ ଯେଉଁମାନେ ଯିରୂଶାଲମ ମଣ୍ଡଳୀର ଏକ ଅଂଶ ଅଟନ୍ତି I ବିକଳ୍ପ ଅନୁବାଦ: “ଯିରୂଶାଲମରେ ଥିବା ମଣ୍ଡଳୀ” କିମ୍ବା “ଯିରୂଶାଲମରେ ଥିବା ସମସ୍ତ ବିଶ୍ବାସୀମାନଙ୍କର ସମ୍ପ୍ରଦାୟ” (ଦେଖ: [[rc:///ta/man/translate/figs-explicit]] ଓ [[rc:///ta/man/translate/figs-metonymy]])

Judas called Barsabbas

ଏହା ଜଣେ ଲୋକର ନାମ I “ବର୍ଶବ୍ବା” ଲୋକମାନେ ଡାକୁଥିବା ଦ୍ବିତୀୟ ନାମ I (ଦେଖ: rc://*/ta/man/translate/translate-names)