# General Information: ଏଠାରେ “ସେମାନଙ୍କୁ” ଶବ୍ଦଟି ଯିହୂଦା ଓ ଶୀଲାଙ୍କୁ ବୁଝାଏ I “ସେମାନେ” ଶବ୍ଦ ପ୍ରେରିତ, ପ୍ରାଚୀନ ଓ ଯିରୂଶାଲମ ମଣ୍ଡଳୀର ଅନ୍ୟ ବିଶ୍ବାସୀମାନଙ୍କୁ ବୁଝାଏ I # the whole church ଏଠାରେ “ମଣ୍ଡଳୀ” ଲୋକମାନଙ୍କୁ ବୁଝାଏ ଯେଉଁମାନେ ଯିରୂଶାଲମ ମଣ୍ଡଳୀର ଏକ ଅଂଶ ଅଟନ୍ତି I ବିକଳ୍ପ ଅନୁବାଦ: “ଯିରୂଶାଲମରେ ଥିବା ମଣ୍ଡଳୀ” କିମ୍ବା “ଯିରୂଶାଲମରେ ଥିବା ସମସ୍ତ ବିଶ୍ବାସୀମାନଙ୍କର ସମ୍ପ୍ରଦାୟ” (ଦେଖ: [[rc://*/ta/man/translate/figs-explicit]] ଓ [[rc://*/ta/man/translate/figs-metonymy]]) # Judas called Barsabbas ଏହା ଜଣେ ଲୋକର ନାମ I “ବର୍ଶବ୍ବା” ଲୋକମାନେ ଡାକୁଥିବା ଦ୍ବିତୀୟ ନାମ I (ଦେଖ: [[rc://*/ta/man/translate/translate-names]])