or_tn/act/15/22.md

12 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏଠାରେ “ସେମାନଙ୍କୁ” ଶବ୍ଦଟି ଯିହୂଦା ଓ ଶୀଲାଙ୍କୁ ବୁଝାଏ I “ସେମାନେ” ଶବ୍ଦ ପ୍ରେରିତ, ପ୍ରାଚୀନ ଓ ଯିରୂଶାଲମ ମଣ୍ଡଳୀର ଅନ୍ୟ ବିଶ୍ବାସୀମାନଙ୍କୁ ବୁଝାଏ I
# the whole church
ଏଠାରେ “ମଣ୍ଡଳୀ” ଲୋକମାନଙ୍କୁ ବୁଝାଏ ଯେଉଁମାନେ ଯିରୂଶାଲମ ମଣ୍ଡଳୀର ଏକ ଅଂଶ ଅଟନ୍ତି I ବିକଳ୍ପ ଅନୁବାଦ: “ଯିରୂଶାଲମରେ ଥିବା ମଣ୍ଡଳୀ” କିମ୍ବା “ଯିରୂଶାଲମରେ ଥିବା ସମସ୍ତ ବିଶ୍ବାସୀମାନଙ୍କର ସମ୍ପ୍ରଦାୟ” (ଦେଖ: [[rc://*/ta/man/translate/figs-explicit]] ଓ [[rc://*/ta/man/translate/figs-metonymy]])
# Judas called Barsabbas
ଏହା ଜଣେ ଲୋକର ନାମ I “ବର୍ଶବ୍ବା” ଲୋକମାନେ ଡାକୁଥିବା ଦ୍ବିତୀୟ ନାମ I (ଦେଖ: [[rc://*/ta/man/translate/translate-names]])