or_tn/act/15/24.md

16 lines
1023 B
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏଠାରେ “ଆମ୍ଭେମାନେ,” “ଆମ୍ଭମାନଙ୍କର” ଓ “ଆମ୍ଭମାନଙ୍କୁ” ଶବ୍ଦଗୁଡିକ ଯିରୂଶାଲମ ମଣ୍ଡଳୀର ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-exclusive]] ଓ [ପ୍ରେରିତ ୧୫:](../15/22.md))
# that certain men
ଯେ କେତେକେ ଲୋକ
# with no orders from us
ଯଦିଓ ଆମ୍ଭେମାନେ ସେମାନଙ୍କୁ ଯିବାପାଇଁ କୌଣସି ଆଦେଶ ଦେଇ ନ ଥିଲୁ
# disturbed you with teachings that upset your souls
ଏଠାରେ “ମନ” ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଏପରି ବିଷୟ ଶିଖାଇଛନ୍ତି ଯାହା ତୁମ୍ଭମାନଙ୍କୁ ଅସ୍ଥିର କରୁଅଛି” (ଦେଖ: [[rc://*/ta/man/translate/figs-synecdoche]])