# General Information: ଏଠାରେ “ଆମ୍ଭେମାନେ,” “ଆମ୍ଭମାନଙ୍କର” ଓ “ଆମ୍ଭମାନଙ୍କୁ” ଶବ୍ଦଗୁଡିକ ଯିରୂଶାଲମ ମଣ୍ଡଳୀର ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-exclusive]] ଓ [ପ୍ରେରିତ ୧୫:୨୨](../15/22.md)) # that certain men ଯେ କେତେକେ ଲୋକ # with no orders from us ଯଦିଓ ଆମ୍ଭେମାନେ ସେମାନଙ୍କୁ ଯିବାପାଇଁ କୌଣସି ଆଦେଶ ଦେଇ ନ ଥିଲୁ # disturbed you with teachings that upset your souls ଏଠାରେ “ମନ” ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଏପରି ବିଷୟ ଶିଖାଇଛନ୍ତି ଯାହା ତୁମ୍ଭମାନଙ୍କୁ ଅସ୍ଥିର କରୁଅଛି” (ଦେଖ: [[rc://*/ta/man/translate/figs-synecdoche]])