1023 B
1023 B
General Information:
ଏଠାରେ “ଆମ୍ଭେମାନେ,” “ଆମ୍ଭମାନଙ୍କର” ଓ “ଆମ୍ଭମାନଙ୍କୁ” ଶବ୍ଦଗୁଡିକ ଯିରୂଶାଲମ ମଣ୍ଡଳୀର ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-exclusive ଓ ପ୍ରେରିତ ୧୫:୨୨)
that certain men
ଯେ କେତେକେ ଲୋକ
with no orders from us
ଯଦିଓ ଆମ୍ଭେମାନେ ସେମାନଙ୍କୁ ଯିବାପାଇଁ କୌଣସି ଆଦେଶ ଦେଇ ନ ଥିଲୁ
disturbed you with teachings that upset your souls
ଏଠାରେ “ମନ” ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଏପରି ବିଷୟ ଶିଖାଇଛନ୍ତି ଯାହା ତୁମ୍ଭମାନଙ୍କୁ ଅସ୍ଥିର କରୁଅଛି” (ଦେଖ: rc://*/ta/man/translate/figs-synecdoche)