or_tn_old/mat/19/01.md

1.5 KiB
Raw Permalink Blame History

General Information:

ଏହା ବିବରଣୀରେ ଏକ ନୁତନ ଭାଗର ଆରମ୍ଭ ଅଟେ ଯାହା ସର୍ବତ୍ର [ମାଥିଉ :୪୬](../22/46. md)ରେ ଚାଲୁ ରହିଅଛି, ଯାହାକି ଯିହୁଦାର ଯୀଶୁଙ୍କ ସେବାକାର୍ଯ୍ୟ ବିଷୟରେ ପ୍ରକାଶ କରେ I ଏହି ପଦଗୁଡିକ ଯୀଶୁ କିପରି ଯିହୁଦାକୁ ଆସିଲେ ପ୍ରାଥମିକ ସୂଚନା ଯୋଗାଏ I (ଦେଖ: rc://*/ta/man/translate/writing-background)

It came about that when

ଯୀଶୁ ପରବର୍ତ୍ତୀ କାହାଣୀରେ କଅଣ ଶିକ୍ଷା ଦେବାକୁ ଯାଉଛନ୍ତି ଏହି ବାକ୍ୟାଂଶ ସେହି ଦୃଶ୍ବକୁ ପରିବର୍ତ୍ତିତ କରେ I ଅନ୍ୟ ଏକ ଅନୁବାଦରେ: “ପୁଣି” ଓ “ପରେ”

had finished these words

ଏଠାରେ “ବାକ୍ୟ” ଯୀଶୁଙ୍କ ଶିକ୍ଷାକୁ ବୁଝାଏ ଯାହା ଯୀଶୁ (ମାଥିଉ ୧୮:୧)ରେ ଶିକ୍ଷା ଦେଇଛନ୍ତି I ଅନ୍ୟ ଏକ ଅନୁବାଦରେ: “ଏହି ସମସ୍ତ ବିଷୟର ଶିକ୍ଷା ସମାପ୍ତ କଲା ଉତ୍ତାରେ” (ଦେଖ: rc://*/ta/man/translate/figs-metonymy)

departed from

ପ୍ରସ୍ଥାନ କଲେ ବା “ପଳାଇ ଗଲେ”