or_tn_old/mat/19/01.md

16 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏହା ବିବରଣୀରେ ଏକ ନୁତନ ଭାଗର ଆରମ୍ଭ ଅଟେ ଯାହା ସର୍ବତ୍ର [ମାଥିଉ :୪୬](../22/46. md)ରେ ଚାଲୁ ରହିଅଛି, ଯାହାକି ଯିହୁଦାର ଯୀଶୁଙ୍କ ସେବାକାର୍ଯ୍ୟ ବିଷୟରେ ପ୍ରକାଶ କରେ I ଏହି ପଦଗୁଡିକ ଯୀଶୁ କିପରି ଯିହୁଦାକୁ ଆସିଲେ ପ୍ରାଥମିକ ସୂଚନା ଯୋଗାଏ I (ଦେଖ: [[rc://*/ta/man/translate/writing-background]])
# It came about that when
ଯୀଶୁ ପରବର୍ତ୍ତୀ କାହାଣୀରେ କଅଣ ଶିକ୍ଷା ଦେବାକୁ ଯାଉଛନ୍ତି ଏହି ବାକ୍ୟାଂଶ ସେହି ଦୃଶ୍ବକୁ ପରିବର୍ତ୍ତିତ କରେ I ଅନ୍ୟ ଏକ ଅନୁବାଦରେ: “ପୁଣି” ଓ “ପରେ”
# had finished these words
ଏଠାରେ “ବାକ୍ୟ” ଯୀଶୁଙ୍କ ଶିକ୍ଷାକୁ ବୁଝାଏ ଯାହା ଯୀଶୁ ([ମାଥିଉ ୧୮:୧](../18/01.md))ରେ ଶିକ୍ଷା ଦେଇଛନ୍ତି I ଅନ୍ୟ ଏକ ଅନୁବାଦରେ: “ଏହି ସମସ୍ତ ବିଷୟର ଶିକ୍ଷା ସମାପ୍ତ କଲା ଉତ୍ତାରେ” (ଦେଖ: [[rc://*/ta/man/translate/figs-metonymy]])
# departed from
ପ୍ରସ୍ଥାନ କଲେ ବା “ପଳାଇ ଗଲେ”