# General Information: ଏହା ବିବରଣୀରେ ଏକ ନୁତନ ଭାଗର ଆରମ୍ଭ ଅଟେ ଯାହା ସର୍ବତ୍ର [ମାଥିଉ ୨୨:୪୬](../22/46. md)ରେ ଚାଲୁ ରହିଅଛି, ଯାହାକି ଯିହୁଦାର ଯୀଶୁଙ୍କ ସେବାକାର୍ଯ୍ୟ ବିଷୟରେ ପ୍ରକାଶ କରେ I ଏହି ପଦଗୁଡିକ ଯୀଶୁ କିପରି ଯିହୁଦାକୁ ଆସିଲେ ପ୍ରାଥମିକ ସୂଚନା ଯୋଗାଏ I (ଦେଖ: [[rc://*/ta/man/translate/writing-background]]) # It came about that when ଯୀଶୁ ପରବର୍ତ୍ତୀ କାହାଣୀରେ କଅଣ ଶିକ୍ଷା ଦେବାକୁ ଯାଉଛନ୍ତି ଏହି ବାକ୍ୟାଂଶ ସେହି ଦୃଶ୍ବକୁ ପରିବର୍ତ୍ତିତ କରେ I ଅନ୍ୟ ଏକ ଅନୁବାଦରେ: “ପୁଣି” ଓ “ପରେ” # had finished these words ଏଠାରେ “ବାକ୍ୟ” ଯୀଶୁଙ୍କ ଶିକ୍ଷାକୁ ବୁଝାଏ ଯାହା ଯୀଶୁ ([ମାଥିଉ ୧୮:୧](../18/01.md))ରେ ଶିକ୍ଷା ଦେଇଛନ୍ତି I ଅନ୍ୟ ଏକ ଅନୁବାଦରେ: “ଏହି ସମସ୍ତ ବିଷୟର ଶିକ୍ଷା ସମାପ୍ତ କଲା ଉତ୍ତାରେ” (ଦେଖ: [[rc://*/ta/man/translate/figs-metonymy]]) # departed from ପ୍ରସ୍ଥାନ କଲେ ବା “ପଳାଇ ଗଲେ”