or_tn_old/mat/18/01.md

1.5 KiB

General Information:

ଏହା ବିବରଣୀରେ ନୁତନ ଭାଗର ଆରମ୍ଭ ଅଟେ ଯାହା ମାଥିଉ ୧୮:୩୫ରେ ସର୍ବତ୍ର ଚାଲୁ ରହିଛି, ଯେଉଁଠାରେ ଯୀଶୁ ସ୍ବର୍ଗରାଜ୍ୟରେ ଜୀବନ ବିଷୟରେ ଶିକ୍ଷା ଦେଉଛନ୍ତି I ଏଠାରେ, ଯୀଶୁ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଗୋଟିଏ ସାନ ପିଲାକୁ ବ୍ୟବହାର କରୁଛନ୍ତି I

Who is greatest

କିଏ ଶ୍ରେଷ୍ଠ ଅଟେ କିମ୍ବା “ଆମ୍ଭମାନଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ”

in the kingdom of heaven

“ସ୍ବର୍ଗରାଜ୍ୟ” ବାକ୍ୟାଂଶ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I ଏହି ବାକ୍ୟାଂଶ କେବଳ ମାଥିଉ ପୁସ୍ତକରେ ବ୍ୟବହାର ହୋଇଛି I ଯଦି ସମ୍ଭବ ହୁଏ, “ସ୍ବର୍ଗ” ଶବ୍ଦକୁ ତୁମ ଅନୁବାଦରେ ବ୍ୟବହାର କର I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ରାଜ୍ୟରେ” କିମ୍ବା “ଯେଉଁ ସମୟରେ ଆମ୍ଭମାନଙ୍କ ସ୍ବର୍ଗସ୍ଥ ପିତା ପୃଥିବୀରେ ତାହାଙ୍କ ରାଜତ୍ବ ସ୍ଥାପନ କରିବେ” (ଦେଖ: rc://*/ta/man/translate/figs-metonymy)