9 lines
988 B
Markdown
9 lines
988 B
Markdown
# ଅନୁଚିତ ବ୍ୟବହାର…ଆଦରର ସହିତ
|
||
“ଦୟା ନ କରିବା” କିମ୍ବା “ସମ୍ମାନ ନ ଦେବା”
|
||
|
||
# ତାହାର ବାଗଦତ୍ତା ପାତ୍ରୀ
|
||
ସମ୍ଭାବନା ଅର୍ଥ ଗୁଡିକ ହେଲା ୧) “ସେହି ସ୍ତ୍ରୀ ଯାହାକୁ ସେହି ପୁରୁଷ ବିବାହ କରିବା ନିମନ୍ତେ ପ୍ରତିଜ୍ଞା କରିଅଛନ୍ତି।” କିମ୍ବା ୨)
|
||
“ସେହି ପୁରୁଷର କୁମାରୀ କନ୍ୟା।”
|
||
|
||
# ସେ ତାହାକୁ ବିବାହ କରୁ
|
||
ସମ୍ଭାବନା ଅର୍ଥ ଗୁଡିକ ହେଲା ୧) “ତାହାର ବାଗଦତ୍ତା ପାତ୍ରୀକୁ ସେ ବିବାହ କରୁ।” କିମ୍ବା ୨) “ସେ ତାହାର କନ୍ୟାକୁ ବିବାହ କରିବା ନିମନ୍ତେ ଦେଉ।” |