# ଅନୁଚିତ ବ୍ୟବହାର…ଆଦରର ସହିତ “ଦୟା ନ କରିବା” କିମ୍ବା “ସମ୍ମାନ ନ ଦେବା” # ତାହାର ବାଗଦତ୍ତା ପାତ୍ରୀ ସମ୍ଭାବନା ଅର୍ଥ ଗୁଡିକ ହେଲା ୧) “ସେହି ସ୍ତ୍ରୀ ଯାହାକୁ ସେହି ପୁରୁଷ ବିବାହ କରିବା ନିମନ୍ତେ ପ୍ରତିଜ୍ଞା କରିଅଛନ୍ତି।” କିମ୍ବା ୨) “ସେହି ପୁରୁଷର କୁମାରୀ କନ୍ୟା।” # ସେ ତାହାକୁ ବିବାହ କରୁ ସମ୍ଭାବନା ଅର୍ଥ ଗୁଡିକ ହେଲା ୧) “ତାହାର ବାଗଦତ୍ତା ପାତ୍ରୀକୁ ସେ ବିବାହ କରୁ।” କିମ୍ବା ୨) “ସେ ତାହାର କନ୍ୟାକୁ ବିବାହ କରିବା ନିମନ୍ତେ ଦେଉ।”