Door43-Catalog_or_tn/1CO/07/36.md

988 B
Raw Blame History

ଅନୁଚିତ ବ୍ୟବହାର…ଆଦରର ସହିତ

“ଦୟା ନ କରିବା” କିମ୍ବା “ସମ୍ମାନ ନ ଦେବା”

ତାହାର ବାଗଦତ୍ତା ପାତ୍ରୀ

ସମ୍ଭାବନା ଅର୍ଥ ଗୁଡିକ ହେଲା ୧) “ସେହି ସ୍ତ୍ରୀ ଯାହାକୁ ସେହି ପୁରୁଷ ବିବାହ କରିବା ନିମନ୍ତେ ପ୍ରତିଜ୍ଞା କରିଅଛନ୍ତି।” କିମ୍ବା ) “ସେହି ପୁରୁଷର କୁମାରୀ କନ୍ୟା।”

ସେ ତାହାକୁ ବିବାହ କରୁ

ସମ୍ଭାବନା ଅର୍ଥ ଗୁଡିକ ହେଲା ୧) “ତାହାର ବାଗଦତ୍ତା ପାତ୍ରୀକୁ ସେ ବିବାହ କରୁ।” କିମ୍ବା ) “ସେ ତାହାର କନ୍ୟାକୁ ବିବାହ କରିବା ନିମନ୍ତେ ଦେଉ।”