Door43-Catalog_or_tn/1CO/07/36.md

9 lines
988 B
Markdown
Raw Normal View History

2018-01-11 01:51:28 +00:00
# ଅନୁଚିତ ବ୍ୟବହାର…ଆଦରର ସହିତ
“ଦୟା ନ କରିବା” କିମ୍ବା “ସମ୍ମାନ ନ ଦେବା”
# ତାହାର ବାଗଦତ୍ତା ପାତ୍ରୀ
ସମ୍ଭାବନା ଅର୍ଥ ଗୁଡିକ ହେଲା ୧) “ସେହି ସ୍ତ୍ରୀ ଯାହାକୁ ସେହି ପୁରୁଷ ବିବାହ କରିବା ନିମନ୍ତେ ପ୍ରତିଜ୍ଞା କରିଅଛନ୍ତି।” କିମ୍ବା )
“ସେହି ପୁରୁଷର କୁମାରୀ କନ୍ୟା।”
# ସେ ତାହାକୁ ବିବାହ କରୁ
ସମ୍ଭାବନା ଅର୍ଥ ଗୁଡିକ ହେଲା ୧) “ତାହାର ବାଗଦତ୍ତା ପାତ୍ରୀକୁ ସେ ବିବାହ କରୁ।” କିମ୍ବା ) “ସେ ତାହାର କନ୍ୟାକୁ ବିବାହ କରିବା ନିମନ୍ତେ ଦେଉ।”