23 lines
2.1 KiB
Markdown
23 lines
2.1 KiB
Markdown
# ମୁଁ ତୁମ୍ଭକୁ ମନେ ପକାଇଦେବାକୁ ଇଚ୍ଛା କରେ
|
|
“ମୁଁ ତୁମ୍ଭକୁ ମନ ପକାଇଦେବା ପାଇଁ ଚାହୁଁଛି”
|
|
|
|
# ତୁମ୍ଭେ ସବୁକିଛି ଜାଣ
|
|
ଯିହୂଦା ମୁଖ୍ୟତଃ ମୋଶାଙ୍କ ଲିଖିତ ଗୁଡିକୁ ସୁଚାଏ ଯେ ସେମାନେ ଶିକ୍ଷା ପାଇଛନ୍ତି | ଅନ୍ୟ ଭାଷାନ୍ତରରେ : “ତୁମ୍ଭେ ମୋଶାଙ୍କ ଲିଖିତ ଗୁଡିକୁ ଜାଣ |" (ଦେଖ: ସ୍ପଷ୍ଟବାଦୀ ଏବଂ ନିଃସନ୍ଦିଗ୍ଧ ଭାବରେ )
|
|
# ପ୍ରଭୁ ଏକ ସମୟରେ ମିଶର ଦେଶରୁ ଲୋକମାନଙ୍କୁ ଉଦ୍ଧାର କଲେ
|
|
|
|
“ବହୁତ ପୂର୍ବରୁ ମିଶରରୁ ଇସ୍ରାଏଲ୍ମାନଙ୍କୁ ପ୍ରଭୁ ବଞ୍ଚେଇଲେ"
|
|
|
|
# କିନ୍ତୁ ଏହା ପରେ
|
|
“କିଛି ସମୟ ପରେ” କିମ୍ବା " କିଛି କାଳପରେ ଘଟିଅଛି”
|
|
|
|
# ସେମାନଙ୍କର ନିଜର ରାଜତ୍ୱ
|
|
ଦୂତଗଣ ସେମାନଙ୍କୁ ଦତ୍ତ ନିଜର ସ୍ଥିତି ଓ ସେମାନଙ୍କ ଦତ୍ତ ଦାୟିତ୍ୱଗୁଡିକୁ ବଜାଇ ରଖି ପାରିଲେ ନାହିଁ |
|
|
|
|
# ସେମାନେ ଉଚିତ୍ ନିବାସ ସ୍ଥାନ ଛାଡିଦେଲେ
|
|
“ସେମାନେ ସେମାନଙ୍କର ସେହି ସମର୍ପିତ ସ୍ଥାନକୁ ପରିତ୍ୟାଗ କଲେ”
|
|
|
|
# ଯୀଶୁଙ୍କୁ ସେମାନଙ୍କୁ ଅନନ୍ତ ଅନ୍ଧକାରର ଜଞ୍ଜିରରେ ରଖିଛନ୍ତି
|
|
"ପ୍ରଭୁ ଏହି ଦୁତମାନଙ୍କୁ ଅନ୍ଧାକାରରେ ବନ୍ଦୀ କଲେ "
|
|
|
|
# ମହାନ ଦିନ
|
|
ଅନ୍ତିମ ଦିନରେ ପ୍ରଭୁ ସମସ୍ତଲୋକଙ୍କୁ ବିଚାର କରନ୍ତି. |