Door43-Catalog_or_tn/JUD/01/05.md

2.1 KiB

ମୁଁ ତୁମ୍ଭକୁ ମନେ ପକାଇଦେବାକୁ ଇଚ୍ଛା କରେ

“ମୁଁ ତୁମ୍ଭକୁ ମନ ପକାଇଦେବା ପାଇଁ ଚାହୁଁଛି”

ତୁମ୍ଭେ ସବୁକିଛି ଜାଣ

ଯିହୂଦା ମୁଖ୍ୟତଃ ମୋଶାଙ୍କ ଲିଖିତ ଗୁଡିକୁ ସୁଚାଏ ଯେ ସେମାନେ ଶିକ୍ଷା ପାଇଛନ୍ତି | ଅନ୍ୟ ଭାଷାନ୍ତରରେ : “ତୁମ୍ଭେ ମୋଶାଙ୍କ ଲିଖିତ ଗୁଡିକୁ ଜାଣ |" (ଦେଖ: ସ୍ପଷ୍ଟବାଦୀ ଏବଂ ନିଃସନ୍ଦିଗ୍‌ଧ ଭାବରେ )

ପ୍ରଭୁ ଏକ ସମୟରେ ମିଶର ଦେଶରୁ ଲୋକମାନଙ୍କୁ ଉଦ୍ଧାର କଲେ

“ବହୁତ ପୂର୍ବରୁ ମିଶରରୁ ଇସ୍ରାଏଲ୍‌ମାନଙ୍କୁ ପ୍ରଭୁ ବଞ୍ଚେଇଲେ"

କିନ୍ତୁ ଏହା ପରେ

“କିଛି ସମୟ ପରେ” କିମ୍ବା " କିଛି କାଳପରେ ଘଟିଅଛି”

ସେମାନଙ୍କର ନିଜର ରାଜତ୍ୱ

ଦୂତଗଣ ସେମାନଙ୍କୁ ଦତ୍ତ ନିଜର ସ୍ଥିତି ଓ ସେମାନଙ୍କ ଦତ୍ତ ଦାୟିତ୍ୱଗୁଡିକୁ ବଜାଇ ରଖି ପାରିଲେ ନାହିଁ |

ସେମାନେ ଉଚିତ୍ ନିବାସ ସ୍ଥାନ ଛାଡିଦେଲେ

“ସେମାନେ ସେମାନଙ୍କର ସେହି ସମର୍ପିତ ସ୍ଥାନକୁ ପରିତ୍ୟାଗ କଲେ”

ଯୀଶୁଙ୍କୁ ସେମାନଙ୍କୁ ଅନନ୍ତ ଅନ୍ଧକାରର ଜଞ୍ଜିରରେ ରଖିଛନ୍ତି

"ପ୍ରଭୁ ଏହି ଦୁତମାନଙ୍କୁ ଅନ୍ଧାକାରରେ ବନ୍ଦୀ କଲେ "

ମହାନ ଦିନ

ଅନ୍ତିମ ଦିନରେ ପ୍ରଭୁ ସମସ୍ତଲୋକଙ୍କୁ ବିଚାର କରନ୍ତି.