# ମୁଁ ତୁମ୍ଭକୁ ମନେ ପକାଇଦେବାକୁ ଇଚ୍ଛା କରେ “ମୁଁ ତୁମ୍ଭକୁ ମନ ପକାଇଦେବା ପାଇଁ ଚାହୁଁଛି” # ତୁମ୍ଭେ ସବୁକିଛି ଜାଣ ଯିହୂଦା ମୁଖ୍ୟତଃ ମୋଶାଙ୍କ ଲିଖିତ ଗୁଡିକୁ ସୁଚାଏ ଯେ ସେମାନେ ଶିକ୍ଷା ପାଇଛନ୍ତି | ଅନ୍ୟ ଭାଷାନ୍ତରରେ : “ତୁମ୍ଭେ ମୋଶାଙ୍କ ଲିଖିତ ଗୁଡିକୁ ଜାଣ |" (ଦେଖ: ସ୍ପଷ୍ଟବାଦୀ ଏବଂ ନିଃସନ୍ଦିଗ୍‌ଧ ଭାବରେ ) # ପ୍ରଭୁ ଏକ ସମୟରେ ମିଶର ଦେଶରୁ ଲୋକମାନଙ୍କୁ ଉଦ୍ଧାର କଲେ “ବହୁତ ପୂର୍ବରୁ ମିଶରରୁ ଇସ୍ରାଏଲ୍‌ମାନଙ୍କୁ ପ୍ରଭୁ ବଞ୍ଚେଇଲେ" # କିନ୍ତୁ ଏହା ପରେ “କିଛି ସମୟ ପରେ” କିମ୍ବା " କିଛି କାଳପରେ ଘଟିଅଛି” # ସେମାନଙ୍କର ନିଜର ରାଜତ୍ୱ ଦୂତଗଣ ସେମାନଙ୍କୁ ଦତ୍ତ ନିଜର ସ୍ଥିତି ଓ ସେମାନଙ୍କ ଦତ୍ତ ଦାୟିତ୍ୱଗୁଡିକୁ ବଜାଇ ରଖି ପାରିଲେ ନାହିଁ | # ସେମାନେ ଉଚିତ୍ ନିବାସ ସ୍ଥାନ ଛାଡିଦେଲେ “ସେମାନେ ସେମାନଙ୍କର ସେହି ସମର୍ପିତ ସ୍ଥାନକୁ ପରିତ୍ୟାଗ କଲେ” # ଯୀଶୁଙ୍କୁ ସେମାନଙ୍କୁ ଅନନ୍ତ ଅନ୍ଧକାରର ଜଞ୍ଜିରରେ ରଖିଛନ୍ତି "ପ୍ରଭୁ ଏହି ଦୁତମାନଙ୍କୁ ଅନ୍ଧାକାରରେ ବନ୍ଦୀ କଲେ " # ମହାନ ଦିନ ଅନ୍ତିମ ଦିନରେ ପ୍ରଭୁ ସମସ୍ତଲୋକଙ୍କୁ ବିଚାର କରନ୍ତି.