Door43-Catalog_or_tn/JUD/01/05.md

23 lines
2.1 KiB
Markdown
Raw Permalink Normal View History

2018-01-11 01:51:28 +00:00
# ମୁଁ ତୁମ୍ଭକୁ ମନେ ପକାଇଦେବାକୁ ଇଚ୍ଛା କରେ
“ମୁଁ ତୁମ୍ଭକୁ ମନ ପକାଇଦେବା ପାଇଁ ଚାହୁଁଛି”
# ତୁମ୍ଭେ ସବୁକିଛି ଜାଣ
ଯିହୂଦା ମୁଖ୍ୟତଃ ମୋଶାଙ୍କ ଲିଖିତ ଗୁଡିକୁ ସୁଚାଏ ଯେ ସେମାନେ ଶିକ୍ଷା ପାଇଛନ୍ତି | ଅନ୍ୟ ଭାଷାନ୍ତରରେ : “ତୁମ୍ଭେ ମୋଶାଙ୍କ ଲିଖିତ ଗୁଡିକୁ ଜାଣ |" (ଦେଖ: ସ୍ପଷ୍ଟବାଦୀ ଏବଂ ନିଃସନ୍ଦିଗ୍‌ଧ ଭାବରେ )
# ପ୍ରଭୁ ଏକ ସମୟରେ ମିଶର ଦେଶରୁ ଲୋକମାନଙ୍କୁ ଉଦ୍ଧାର କଲେ
“ବହୁତ ପୂର୍ବରୁ ମିଶରରୁ ଇସ୍ରାଏଲ୍‌ମାନଙ୍କୁ ପ୍ରଭୁ ବଞ୍ଚେଇଲେ"
# କିନ୍ତୁ ଏହା ପରେ
“କିଛି ସମୟ ପରେ” କିମ୍ବା " କିଛି କାଳପରେ ଘଟିଅଛି”
# ସେମାନଙ୍କର ନିଜର ରାଜତ୍ୱ
ଦୂତଗଣ ସେମାନଙ୍କୁ ଦତ୍ତ ନିଜର ସ୍ଥିତି ଓ ସେମାନଙ୍କ ଦତ୍ତ ଦାୟିତ୍ୱଗୁଡିକୁ ବଜାଇ ରଖି ପାରିଲେ ନାହିଁ |
# ସେମାନେ ଉଚିତ୍ ନିବାସ ସ୍ଥାନ ଛାଡିଦେଲେ
“ସେମାନେ ସେମାନଙ୍କର ସେହି ସମର୍ପିତ ସ୍ଥାନକୁ ପରିତ୍ୟାଗ କଲେ”
# ଯୀଶୁଙ୍କୁ ସେମାନଙ୍କୁ ଅନନ୍ତ ଅନ୍ଧକାରର ଜଞ୍ଜିରରେ ରଖିଛନ୍ତି
"ପ୍ରଭୁ ଏହି ଦୁତମାନଙ୍କୁ ଅନ୍ଧାକାରରେ ବନ୍ଦୀ କଲେ "
# ମହାନ ଦିନ
ଅନ୍ତିମ ଦିନରେ ପ୍ରଭୁ ସମସ୍ତଲୋକଙ୍କୁ ବିଚାର କରନ୍ତି.