or_tn/rom/01/26.md

20 lines
1.0 KiB
Markdown

# Because of this
ମୂର୍ତ୍ତିପୂଜା ଓ ବ୍ୟଭିଚାର ପାପ ନିମନ୍ତେ
# God gave them over to
ଈଶ୍ବର ସେମାନଙ୍କର ଇଚ୍ଛା ପୂରଣ କାରିବାକୁ ଅନୁମତି ଦେଲେ
# dishonorable passions
ଲଜ୍ଜାଜନକ ଯୌନ ଅଭିଳାଷଗୁଡିକ
# for their women
କାରଣ ସେମାନଙ୍କର ସ୍ତ୍ରୀମାନେ
# exchanged natural relations for those that were unnatural
ସମ୍ପର୍କର ବିଚାରଗୁଡିକ “ଯାହା ଅପ୍ରାକୃତିକ ଥିଲା” ଅନୈତିକ କାମୁକତା ପାଇଁ ଏକ ଶିଷ୍ଟୋକ୍ତି ଅଟେ। ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଯାହା ନିରୂପଣ କରି ନ ଥିଲେ, ସେହି ପ୍ରକାରର କାମୁକତାର କାର୍ଯ୍ୟ କରିବାକୁ ଲାଗିଲେ”(ଦେଖ:[[rc://*/ta/man/translate/figs-euphemism]])