# Because of this ମୂର୍ତ୍ତିପୂଜା ଓ ବ୍ୟଭିଚାର ପାପ ନିମନ୍ତେ # God gave them over to ଈଶ୍ବର ସେମାନଙ୍କର ଇଚ୍ଛା ପୂରଣ କାରିବାକୁ ଅନୁମତି ଦେଲେ # dishonorable passions ଲଜ୍ଜାଜନକ ଯୌନ ଅଭିଳାଷଗୁଡିକ # for their women କାରଣ ସେମାନଙ୍କର ସ୍ତ୍ରୀମାନେ # exchanged natural relations for those that were unnatural ସମ୍ପର୍କର ବିଚାରଗୁଡିକ “ଯାହା ଅପ୍ରାକୃତିକ ଥିଲା” ଅନୈତିକ କାମୁକତା ପାଇଁ ଏକ ଶିଷ୍ଟୋକ୍ତି ଅଟେ। ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଯାହା ନିରୂପଣ କରି ନ ଥିଲେ, ସେହି ପ୍ରକାରର କାମୁକତାର କାର୍ଯ୍ୟ କରିବାକୁ ଲାଗିଲେ”(ଦେଖ:[[rc://*/ta/man/translate/figs-euphemism]])