or_tn/rom/01/26.md

1.0 KiB

Because of this

ମୂର୍ତ୍ତିପୂଜା ଓ ବ୍ୟଭିଚାର ପାପ ନିମନ୍ତେ

God gave them over to

ଈଶ୍ବର ସେମାନଙ୍କର ଇଚ୍ଛା ପୂରଣ କାରିବାକୁ ଅନୁମତି ଦେଲେ

dishonorable passions

ଲଜ୍ଜାଜନକ ଯୌନ ଅଭିଳାଷଗୁଡିକ

for their women

କାରଣ ସେମାନଙ୍କର ସ୍ତ୍ରୀମାନେ

exchanged natural relations for those that were unnatural

ସମ୍ପର୍କର ବିଚାରଗୁଡିକ “ଯାହା ଅପ୍ରାକୃତିକ ଥିଲା” ଅନୈତିକ କାମୁକତା ପାଇଁ ଏକ ଶିଷ୍ଟୋକ୍ତି ଅଟେ। ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଯାହା ନିରୂପଣ କରି ନ ଥିଲେ, ସେହି ପ୍ରକାରର କାମୁକତାର କାର୍ଯ୍ୟ କରିବାକୁ ଲାଗିଲେ”(ଦେଖ:rc://*/ta/man/translate/figs-euphemism)