or_tn/rev/21/21.md

1.4 KiB

pearls

ସୁନ୍ଦର ଓ ବହୁମୂଲ୍ୟ ଶୁକ୍ଲ ମଣି I ସେଗୁଡିକ ସମୁଦ୍ରରେ ବାସ କରୁଥିବା ଏକ ନିର୍ଦ୍ଦିଷ୍ଟ ପ୍ରକାର ଛୋଟ ଜୀବର ଶାମୁକା ଭିତରେ ଗଠିତ ହୋଇଥାଏ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୧୭:୪ରେ ଅନୁବାଦ କରିଅଛ I (ଦେଖ: rc://*/ta/man/translate/translate-unknown)

each of the gates was made from a single pearl

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କେହିଜଣେ ସେଥିର ପ୍ରତ୍ୟେକ ଦ୍ବାର ପୃଥକ ଏକ ମୁକ୍ତାରେ ନିର୍ମାଣ କରିଅଛି” (ଦେଖ: rc://*/ta/man/translate/figs-activepassive)

pure gold, like transparent glass

ସୁବର୍ଣ୍ଣ ଏତେ ସ୍ବଚ୍ଛ ଥିଲା ଯେ ଏହା ଯେପରି କାଚ ସଦୃଶ କୁହାଯାଏ I ଦେଖ ତୁମେ ଏହି ପରି ବାକ୍ୟାଂଶକୁ କିପରି ପ୍ରକାଶିତ ବାକ୍ୟ ୨୧:୧୮ରେ ଅନୁବାଦ କରିଅଛ I (ଦେଖ: rc://*/ta/man/translate/figs-simile)