# pearls ସୁନ୍ଦର ଓ ବହୁମୂଲ୍ୟ ଶୁକ୍ଲ ମଣି I ସେଗୁଡିକ ସମୁଦ୍ରରେ ବାସ କରୁଥିବା ଏକ ନିର୍ଦ୍ଦିଷ୍ଟ ପ୍ରକାର ଛୋଟ ଜୀବର ଶାମୁକା ଭିତରେ ଗଠିତ ହୋଇଥାଏ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୧୭:୪](../17/04.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/translate-unknown]]) # each of the gates was made from a single pearl ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କେହିଜଣେ ସେଥିର ପ୍ରତ୍ୟେକ ଦ୍ବାର ପୃଥକ ଏକ ମୁକ୍ତାରେ ନିର୍ମାଣ କରିଅଛି” (ଦେଖ: [[rc://*/ta/man/translate/figs-activepassive]]) # pure gold, like transparent glass ସୁବର୍ଣ୍ଣ ଏତେ ସ୍ବଚ୍ଛ ଥିଲା ଯେ ଏହା ଯେପରି କାଚ ସଦୃଶ କୁହାଯାଏ I ଦେଖ ତୁମେ ଏହି ପରି ବାକ୍ୟାଂଶକୁ କିପରି [ପ୍ରକାଶିତ ବାକ୍ୟ ୨୧:୧୮](../21/18.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/figs-simile]])