or_tn/rev/21/21.md

12 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# pearls
ସୁନ୍ଦର ଓ ବହୁମୂଲ୍ୟ ଶୁକ୍ଲ ମଣି I ସେଗୁଡିକ ସମୁଦ୍ରରେ ବାସ କରୁଥିବା ଏକ ନିର୍ଦ୍ଦିଷ୍ଟ ପ୍ରକାର ଛୋଟ ଜୀବର ଶାମୁକା ଭିତରେ ଗଠିତ ହୋଇଥାଏ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୧୭:୪](../17/04.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/translate-unknown]])
# each of the gates was made from a single pearl
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କେହିଜଣେ ସେଥିର ପ୍ରତ୍ୟେକ ଦ୍ବାର ପୃଥକ ଏକ ମୁକ୍ତାରେ ନିର୍ମାଣ କରିଅଛି” (ଦେଖ: [[rc://*/ta/man/translate/figs-activepassive]])
# pure gold, like transparent glass
ସୁବର୍ଣ୍ଣ ଏତେ ସ୍ବଚ୍ଛ ଥିଲା ଯେ ଏହା ଯେପରି କାଚ ସଦୃଶ କୁହାଯାଏ I ଦେଖ ତୁମେ ଏହି ପରି ବାକ୍ୟାଂଶକୁ କିପରି [ପ୍ରକାଶିତ ବାକ୍ୟ ୨୧:୧୮](../21/18.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/figs-simile]])