or_tn/rev/21/18.md

1.1 KiB

The wall was built of jasper and the city of pure gold

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କେହିଜଣେ ପ୍ରାଚୀରକୁ ସୂର୍ଯ୍ୟକାନ୍ତ ମଣିରେ ଓ ନଗରୀକୁ ଶୁଦ୍ଧ ସୁବର୍ଣ୍ଣରେ ନିର୍ମାଣ କରିଥିଲେ” (ଦେଖ: rc://*/ta/man/translate/figs-activepassive)

pure gold, like clear glass

ସୁବର୍ଣ୍ଣ ଏତେ ସ୍ବଚ୍ଛ ଥିଲା ଯେ ଏହା ଯେପରି କାଚ ସଦୃଶ କୁହାଯାଏ I (ଦେଖ: rc://*/ta/man/translate/figs-simile)

jasper

ଏହା ଏକ ବହୁମୂଲ୍ୟ ପଥର ଅଟେ I ସୂର୍ଯ୍ୟକାନ୍ତ ମଣି କାଚ କିମ୍ବା ସ୍ଫଟିକ ସଦୃଶ ସ୍ବଚ୍ଛ ହୋଇ ଥାଇପାରେ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୪:୩ରେ ଅନୁବାଦ କରିଅଛ I (ଦେଖ: rc://*/ta/man/translate/translate-unknown)