12 lines
1.1 KiB
Markdown
12 lines
1.1 KiB
Markdown
|
# The wall was built of jasper and the city of pure gold
|
||
|
|
||
|
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କେହିଜଣେ ପ୍ରାଚୀରକୁ ସୂର୍ଯ୍ୟକାନ୍ତ ମଣିରେ ଓ ନଗରୀକୁ ଶୁଦ୍ଧ ସୁବର୍ଣ୍ଣରେ ନିର୍ମାଣ କରିଥିଲେ” (ଦେଖ: [[rc://*/ta/man/translate/figs-activepassive]])
|
||
|
|
||
|
# pure gold, like clear glass
|
||
|
|
||
|
ସୁବର୍ଣ୍ଣ ଏତେ ସ୍ବଚ୍ଛ ଥିଲା ଯେ ଏହା ଯେପରି କାଚ ସଦୃଶ କୁହାଯାଏ I (ଦେଖ: [[rc://*/ta/man/translate/figs-simile]])
|
||
|
|
||
|
# jasper
|
||
|
|
||
|
ଏହା ଏକ ବହୁମୂଲ୍ୟ ପଥର ଅଟେ I ସୂର୍ଯ୍ୟକାନ୍ତ ମଣି କାଚ କିମ୍ବା ସ୍ଫଟିକ ସଦୃଶ ସ୍ବଚ୍ଛ ହୋଇ ଥାଇପାରେ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୪:୩](../04/03.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/translate-unknown]])
|