or_tn/rev/19/11.md

1.3 KiB

General Information:

ଏହା ଏକ ନୂତନ ଦର୍ଶନର ଆରମ୍ଭ ଅଟେ I ଯୋହନ ଏକ ଶ୍ବେତବର୍ଣ୍ଣ ଅଶ୍ବ ଉପରେ ଥିବା ଆରୋହୀଙ୍କ ବର୍ଣ୍ଣନା କରିବାକୁ ଆରମ୍ଭ କରୁଛନ୍ତି I

Then I saw heaven open

ଏକ ନୂତନ ଦର୍ଶନର ଆରମ୍ଭକୁ ସୂଚିତ କରିବା ନିମନ୍ତେ ଏହି ପ୍ରତିଛବି ବ୍ୟବହାର କରାଯାଇଛି I ଦେଖ ତୁମେ କିପରି ଏହି ଚିନ୍ତାଧାରାକୁ ପ୍ରକାଶିତ ବାକ୍ୟ ୪:୧ରେ ଓ ପ୍ରକାଶିତ ବାକ୍ୟ ୧୧:୧୯ରେ ଏବଂ ପ୍ରକାଶିତ ବାକ୍ୟ ୧୫:୫ରେ ଅନୁବାଦ କରିଅଛ I

The one riding it

ଆରୋହୀ ଜଣକ ଯୀଶୁ ଅଟନ୍ତି I

It is with justice that he judges and wages war

ଏଠାରେ “ନ୍ୟାଯ୍ୟ” ଯାହା ଯଥାର୍ଥ, ତାହାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ସେ ଯଥାର୍ଥଭାବେ ସମସ୍ତ ଲୋକଙ୍କ ବିଚାର ଓ ଯୁଦ୍ଧ କରନ୍ତି I (ଦେଖ: rc://*/ta/man/translate/figs-explicit)