or_tn/rev/11/19.md

1.7 KiB

Then God's temple in heaven was opened

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେତେବେଳେ କେହି ଜଣେ ସ୍ବର୍ଗରେ ଈଶ୍ବରଙ୍କ ମନ୍ଦିର ଉନ୍ମୁକ୍ତ କଲେ” (ଦେଖ: rc://*/ta/man/translate/figs-activepassive)

the ark of his covenant was seen within his temple

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମୁଁ ତାହାଙ୍କ ମନ୍ଦିରରେ ନିୟମ ସିନ୍ଦୁକ ଦେଖିଲି” (ଦେଖ: rc://*/ta/man/translate/figs-activepassive)

flashes of lightning

ପ୍ରତ୍ୟେକ ଥର ଉଲ୍ଲେଖ ହେଉଥିବା ସମୟରେ ବିଜୁଳି କିପରି ଦୃଶ୍ବମାନ ହୁଏ, ତାହା ବର୍ଣ୍ଣନା କରିବା ନିମନ୍ତେ ତୁମ ଭାଷାର ଶୈଳୀକୁ ବ୍ୟବହାର କର I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୪:୫ରେ ଅନୁବାଦ କରିଅଛ I

rumblings, crashes of thunder

ଏ ପ୍ରକାର ଉଚ୍ଚଶବ୍ଦ ଯାହା ମେଘଗର୍ଜନ କରିଥାଏ I ମେଘଗର୍ଜନ ଶବ୍ଦ ବୁଝାଇବା ନିମନ୍ତେ ତୁମ ଭାଷାର ଶୈଳୀକୁ ବ୍ୟବହାର କର I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୪:୫ରେ ଅନୁବାଦ କରିଅଛ I