or_tn/rev/04/05.md

1.2 KiB

flashes of lightning

ପ୍ରତ୍ୟେକ ଥର ଉଲ୍ଲେଖ ହେଉଥିବା ସମୟରେ ବିଜୁଳି କିପରି ଦୃଶ୍ବମାନ ହୁଏ ବର୍ଣ୍ଣନା କରିବା ନିମନ୍ତେ ତୁମ ଭାଷାର ଶୈଳୀକୁ ବ୍ୟବହାର କର I

rumblings, and crashes of thunder

ଏ ପ୍ରକାର ଉଚ୍ଚଶବ୍ଦ ମେଘ ଗର୍ଜନ କରିଥାଏ I ମେଘ ଗର୍ଜନର ଶବ୍ଦକୁ ବୁଝାଇବା ନିମନ୍ତେ ତୁମ ଭାଷାର ଶୈଳୀକୁ ବ୍ୟବହାର କର I

seven spirits of God

ସାତ ସଂଖ୍ୟାଟି ସମ୍ପୂର୍ଣ୍ଣତା ଓ ସିଦ୍ଧତାର ନିଦର୍ଶନ ଅଟେ I “ସପ୍ତ ଆତ୍ମା” ଈଶ୍ବରଙ୍କ ଆତ୍ମା କିମ୍ବା ଈଶ୍ବରଙ୍କ ସେବା କରୁଥିବା ସପ୍ତ ଆତ୍ମାଙ୍କୁ ବୁଝାଏ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୧:୪ରେ ଅନୁବାଦ କରିଅଛ I (ଦେଖ: rc://*/ta/man/translate/writing-symlanguage)