or_tn/rev/04/01.md

1.7 KiB
Raw Permalink Blame History

General Information:

ଯୋହନ ଈଶ୍ବରଙ୍କ ସିଂହାସନ ବିଷୟକ ଆପଣା ଦର୍ଶନରେ ଯାହା ଦେଖିଲେ, ତାହା ବର୍ଣ୍ଣନା କରିବାକୁ ଆରମ୍ଭ କରନ୍ତି I

After these things

ମୁଁ ଏହି ସମସ୍ତ ବିଷୟ ଦେଖିଲା ପରେ (ପ୍ରକାଶିତ ବାକ୍ୟ :୧-୩:)

an open door in heaven

ଏହି ଭାବଟି ବୁଝାଏ ଯେ ଈଶ୍ବର ଯୋହନଙ୍କୁ ସ୍ବର୍ଗ ମଧ୍ୟକୁ, ଅନ୍ୟୁନ ଏକ ଦର୍ଶନ ମାଧ୍ୟମରେ ଦେଖିବା ନିମନ୍ତେ ସାମର୍ଥ୍ୟ ଦେଲେ I (ଦେଖ: rc://*/ta/man/translate/figs-metaphor)

speaking to me like a trumpet

ସ୍ବର କିପରି ତୂରୀଧ୍ବନି ସଦୃଶ ଥିଲା, ତାହା ସ୍ପଷ୍ଟଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଏକ ତୂରୀଧ୍ବନି ସଦୃଶ ସ୍ବରରେ ମୋତେ କଥା କହୁଥିବା “(ଦେଖ: rc://*/ta/man/translate/figs-simile)

trumpet

ଏହା ସଙ୍ଗୀତ ଉତ୍ପନ୍ନ କରିବା ନିମନ୍ତେ କିଅବା କୌଣସି ବିଷୟର ଘୋଷଣା ବା ସଭା କରିବା ନିମନ୍ତେ ଏହା ଶବ୍ଦକାରୀ ଏକ ଉପକରଣକୁ ବୁଝାଏ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୧:୧୦ରେ ଅନୁବାଦ କରିଅଛ I