or_tn/rev/02/01.md

1.7 KiB
Raw Permalink Blame History

General Information:

ଏହା ଏଫିସ ମଣ୍ଡଳୀର ଦୂତ ନିକଟକୁ ମନୁଷ୍ୟ ପୁତ୍ରଙ୍କ ବାର୍ତ୍ତାର ଆରମ୍ଭ ଅଟେ I

the angel

ସମ୍ଭାବିତ ଅର୍ଥଗୁଡିକ ଏହି “ଦୂତ” ଅଟନ୍ତି ଯାହା ୧) ଏକ ସ୍ବର୍ଗୀୟ ଦୂତଗଣ ଯେଉଁମାନେ ଏହି ମଣ୍ଡଳୀ ସୁରକ୍ଷା କରନ୍ତି କିମ୍ବା ) ମଣ୍ଡଳୀ ନିକଟକୁ ଜଣେ ମନୁଷ୍ୟ ବାର୍ତ୍ତାବାହକ, ହୁଏତ ଯୋହନଙ୍କ ପ୍ରେରିତ ବାର୍ତ୍ତାବାହକ କିମ୍ବା ସେହି ମଣ୍ଡଳୀଗୁଡିକର ଅଧକ୍ଷମାନେ I ଦେଖ ତୁମେ “ଦୂତ”କୁ କିପରି ପ୍ରକାଶିତ ୧:ରେ ଅନୁବାଦ କରିଅଛ I

stars

ଏହି ନକ୍ଷତ୍ର ସବୁ ସଂକେତ ଅଟନ୍ତି I ସେଗୁଡିକ ସପ୍ତ ମଣ୍ଡଳୀର ସପ୍ତ ଦୂତଙ୍କୁ ବୁଝାଏ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୧:୧୬ରେ ଅନୁବାଦ କରିଅଛ I (ଦେଖ: rc://*/ta/man/translate/writing-symlanguage)

lampstands

ପ୍ରଦୀପ ଗୁଡିକ ସଂକେତ ଅଟନ୍ତି ଯାହା ସପ୍ତ ମଣ୍ଡଳୀର ନିଦର୍ଶନ ଅଟନ୍ତି I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୧:୧୨ରେ ଅନୁବାଦ କରିଅଛ I (ଦେଖ: rc://*/ta/man/translate/writing-symlanguage)