# General Information: ଏହା ଏଫିସ ମଣ୍ଡଳୀର ଦୂତ ନିକଟକୁ ମନୁଷ୍ୟ ପୁତ୍ରଙ୍କ ବାର୍ତ୍ତାର ଆରମ୍ଭ ଅଟେ I # the angel ସମ୍ଭାବିତ ଅର୍ଥଗୁଡିକ ଏହି “ଦୂତ” ଅଟନ୍ତି ଯାହା ୧) ଏକ ସ୍ବର୍ଗୀୟ ଦୂତଗଣ ଯେଉଁମାନେ ଏହି ମଣ୍ଡଳୀ ସୁରକ୍ଷା କରନ୍ତି କିମ୍ବା ୨) ମଣ୍ଡଳୀ ନିକଟକୁ ଜଣେ ମନୁଷ୍ୟ ବାର୍ତ୍ତାବାହକ, ହୁଏତ ଯୋହନଙ୍କ ପ୍ରେରିତ ବାର୍ତ୍ତାବାହକ କିମ୍ବା ସେହି ମଣ୍ଡଳୀଗୁଡିକର ଅଧକ୍ଷମାନେ I ଦେଖ ତୁମେ “ଦୂତ”କୁ କିପରି [ପ୍ରକାଶିତ ୧:୨୦](../01/20.md)ରେ ଅନୁବାଦ କରିଅଛ I # stars ଏହି ନକ୍ଷତ୍ର ସବୁ ସଂକେତ ଅଟନ୍ତି I ସେଗୁଡିକ ସପ୍ତ ମଣ୍ଡଳୀର ସପ୍ତ ଦୂତଙ୍କୁ ବୁଝାଏ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୧:୧୬](../01/16.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/writing-symlanguage]]) # lampstands ପ୍ରଦୀପ ଗୁଡିକ ସଂକେତ ଅଟନ୍ତି ଯାହା ସପ୍ତ ମଣ୍ଡଳୀର ନିଦର୍ଶନ ଅଟନ୍ତି I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୧:୧୨](../01/12.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/writing-symlanguage]])