or_tn/rev/02/01.md

16 lines
1.7 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏହା ଏଫିସ ମଣ୍ଡଳୀର ଦୂତ ନିକଟକୁ ମନୁଷ୍ୟ ପୁତ୍ରଙ୍କ ବାର୍ତ୍ତାର ଆରମ୍ଭ ଅଟେ I
# the angel
ସମ୍ଭାବିତ ଅର୍ଥଗୁଡିକ ଏହି “ଦୂତ” ଅଟନ୍ତି ଯାହା ୧) ଏକ ସ୍ବର୍ଗୀୟ ଦୂତଗଣ ଯେଉଁମାନେ ଏହି ମଣ୍ଡଳୀ ସୁରକ୍ଷା କରନ୍ତି କିମ୍ବା ) ମଣ୍ଡଳୀ ନିକଟକୁ ଜଣେ ମନୁଷ୍ୟ ବାର୍ତ୍ତାବାହକ, ହୁଏତ ଯୋହନଙ୍କ ପ୍ରେରିତ ବାର୍ତ୍ତାବାହକ କିମ୍ବା ସେହି ମଣ୍ଡଳୀଗୁଡିକର ଅଧକ୍ଷମାନେ I ଦେଖ ତୁମେ “ଦୂତ”କୁ କିପରି [ପ୍ରକାଶିତ ୧:](../01/20.md)ରେ ଅନୁବାଦ କରିଅଛ I
# stars
ଏହି ନକ୍ଷତ୍ର ସବୁ ସଂକେତ ଅଟନ୍ତି I ସେଗୁଡିକ ସପ୍ତ ମଣ୍ଡଳୀର ସପ୍ତ ଦୂତଙ୍କୁ ବୁଝାଏ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୧:୧୬](../01/16.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/writing-symlanguage]])
# lampstands
ପ୍ରଦୀପ ଗୁଡିକ ସଂକେତ ଅଟନ୍ତି ଯାହା ସପ୍ତ ମଣ୍ଡଳୀର ନିଦର୍ଶନ ଅଟନ୍ତି I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୧:୧୨](../01/12.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/writing-symlanguage]])