or_tn/rev/01/10.md

1.2 KiB

I was in the Spirit

ଈଶ୍ବରଙ୍କ ଆତ୍ମାଙ୍କ ଦ୍ବାରା ଚାଳିତ ହେବା ବିଷୟକୁ ଯୋହନ ଏପରି କହୁଛନ୍ତି ଯେପରି ସେ ଆତ୍ମାରେ ଆବିଷ୍ଟ ଅଛନ୍ତି I ଅନ୍ୟଏକ ଅନୁବାଦରେ: “ମୁଁ ଆତ୍ମାଙ୍କ ଦ୍ବାରା ଚାଳିତ ହେଲି” କିମ୍ବା “ଆତ୍ମା ମୋତେ ଚାଳିତ କଲେ” (ଦେଖ: rc://*/ta/man/translate/figs-idiom)

the Lord's day

ଖ୍ରୀଷ୍ଟଙ୍କଠାରେ ବିଶ୍ବାସୀମାନଙ୍କ ନିମନ୍ତେ ଉପାସନାର ଦିନ

loud voice like a trumpet

ଏହା ତୁରୀଶବ୍ଦ ସ୍ବରୁପ ଏକ ମହାସ୍ବର ଥିଲା I (See: rc://*/ta/man/translate/figs-simile)

trumpet

ଏହା ସଙ୍ଗୀତ ଉତ୍ପନ୍ନ କରିବା ନିମନ୍ତେ ଏକ ବାଦ୍ୟଯନ୍ତ୍ର କିମ୍ବା କୌଣସି ବିଷୟର ଘୋଷଣା ବା ସଭା କରିବା ନିମନ୍ତେ ଲୋକମାନଙ୍କୁ ଏକତ୍ର ହେବା ନିମନ୍ତେ ସୁଚିତ କରେ I