or_tn/rev/01/10.md

16 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# I was in the Spirit
ଈଶ୍ବରଙ୍କ ଆତ୍ମାଙ୍କ ଦ୍ବାରା ଚାଳିତ ହେବା ବିଷୟକୁ ଯୋହନ ଏପରି କହୁଛନ୍ତି ଯେପରି ସେ ଆତ୍ମାରେ ଆବିଷ୍ଟ ଅଛନ୍ତି I ଅନ୍ୟଏକ ଅନୁବାଦରେ: “ମୁଁ ଆତ୍ମାଙ୍କ ଦ୍ବାରା ଚାଳିତ ହେଲି” କିମ୍ବା “ଆତ୍ମା ମୋତେ ଚାଳିତ କଲେ” (ଦେଖ: [[rc://*/ta/man/translate/figs-idiom]])
# the Lord's day
ଖ୍ରୀଷ୍ଟଙ୍କଠାରେ ବିଶ୍ବାସୀମାନଙ୍କ ନିମନ୍ତେ ଉପାସନାର ଦିନ
# loud voice like a trumpet
ଏହା ତୁରୀଶବ୍ଦ ସ୍ବରୁପ ଏକ ମହାସ୍ବର ଥିଲା I (See: [[rc://*/ta/man/translate/figs-simile]])
# trumpet
ଏହା ସଙ୍ଗୀତ ଉତ୍ପନ୍ନ କରିବା ନିମନ୍ତେ ଏକ ବାଦ୍ୟଯନ୍ତ୍ର କିମ୍ବା କୌଣସି ବିଷୟର ଘୋଷଣା ବା ସଭା କରିବା ନିମନ୍ତେ ଲୋକମାନଙ୍କୁ ଏକତ୍ର ହେବା ନିମନ୍ତେ ସୁଚିତ କରେ I