# I was in the Spirit ଈଶ୍ବରଙ୍କ ଆତ୍ମାଙ୍କ ଦ୍ବାରା ଚାଳିତ ହେବା ବିଷୟକୁ ଯୋହନ ଏପରି କହୁଛନ୍ତି ଯେପରି ସେ ଆତ୍ମାରେ ଆବିଷ୍ଟ ଅଛନ୍ତି I ଅନ୍ୟଏକ ଅନୁବାଦରେ: “ମୁଁ ଆତ୍ମାଙ୍କ ଦ୍ବାରା ଚାଳିତ ହେଲି” କିମ୍ବା “ଆତ୍ମା ମୋତେ ଚାଳିତ କଲେ” (ଦେଖ: [[rc://*/ta/man/translate/figs-idiom]]) # the Lord's day ଖ୍ରୀଷ୍ଟଙ୍କଠାରେ ବିଶ୍ବାସୀମାନଙ୍କ ନିମନ୍ତେ ଉପାସନାର ଦିନ # loud voice like a trumpet ଏହା ତୁରୀଶବ୍ଦ ସ୍ବରୁପ ଏକ ମହାସ୍ବର ଥିଲା I (See: [[rc://*/ta/man/translate/figs-simile]]) # trumpet ଏହା ସଙ୍ଗୀତ ଉତ୍ପନ୍ନ କରିବା ନିମନ୍ତେ ଏକ ବାଦ୍ୟଯନ୍ତ୍ର କିମ୍ବା କୌଣସି ବିଷୟର ଘୋଷଣା ବା ସଭା କରିବା ନିମନ୍ତେ ଲୋକମାନଙ୍କୁ ଏକତ୍ର ହେବା ନିମନ୍ତେ ସୁଚିତ କରେ I