or_tn/rev/19/11.md

16 lines
1.3 KiB
Markdown

# General Information:
ଏହା ଏକ ନୂତନ ଦର୍ଶନର ଆରମ୍ଭ ଅଟେ I ଯୋହନ ଏକ ଶ୍ବେତବର୍ଣ୍ଣ ଅଶ୍ବ ଉପରେ ଥିବା ଆରୋହୀଙ୍କ ବର୍ଣ୍ଣନା କରିବାକୁ ଆରମ୍ଭ କରୁଛନ୍ତି I
# Then I saw heaven open
ଏକ ନୂତନ ଦର୍ଶନର ଆରମ୍ଭକୁ ସୂଚିତ କରିବା ନିମନ୍ତେ ଏହି ପ୍ରତିଛବି ବ୍ୟବହାର କରାଯାଇଛି I ଦେଖ ତୁମେ କିପରି ଏହି ଚିନ୍ତାଧାରାକୁ [ପ୍ରକାଶିତ ବାକ୍ୟ ୪:୧](../04/01.md)ରେ ଓ [ପ୍ରକାଶିତ ବାକ୍ୟ ୧୧:୧୯](../11/19.md)ରେ ଏବଂ [ପ୍ରକାଶିତ ବାକ୍ୟ ୧୫:୫](../15/05.md)ରେ ଅନୁବାଦ କରିଅଛ I
# The one riding it
ଆରୋହୀ ଜଣକ ଯୀଶୁ ଅଟନ୍ତି I
# It is with justice that he judges and wages war
ଏଠାରେ “ନ୍ୟାଯ୍ୟ” ଯାହା ଯଥାର୍ଥ, ତାହାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ସେ ଯଥାର୍ଥଭାବେ ସମସ୍ତ ଲୋକଙ୍କ ବିଚାର ଓ ଯୁଦ୍ଧ କରନ୍ତି I (ଦେଖ: [[rc://*/ta/man/translate/figs-explicit]])