or_tn/rev/17/15.md

1.2 KiB

The waters you saw, where the prostitute is seated, are peoples, multitudes, nations, and languages

ଏଠାରେ “ବୁଝାଏ”ର ଅର୍ଥ “ନିଦର୍ଶନ I” (ଦେଖ: rc://*/ta/man/translate/figs-metaphor)

The waters

ଯଦି ପ୍ରୟୋଜନ ହୁଏ, ତେବେ ତୁମେ ଜଳରାଶି ସମ୍ବନ୍ଧରେ ଏକ ଅଧିକ ନିର୍ଦ୍ଦିଷ୍ଟ ଶବ୍ଦ ବ୍ୟବହାର କରିପାରିବ I ଦେଖ ତୁମେ କିପରି “ଜଳରାଶି”କୁ ପ୍ରକାଶିତ ବାକ୍ୟ ୧୭:୧ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ନଦୀସମୂହ” (ଦେଖ: rc://*/ta/man/translate/figs-explicit)

multitudes

ଲୋକମାନଙ୍କର ବୃହତ୍ ଦଳ

languages

ଏହା ବିଭିନ୍ନ ଭାଷା କହୁଥିବା ଲୋକମାନଙ୍କୁ ବୁଝାଏ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୧୦:୧୧ରେ ଅନୁବାଦ କରିଅଛ I (ଦେଖ: rc://*/ta/man/translate/figs-metonymy)