# The waters you saw, where the prostitute is seated, are peoples, multitudes, nations, and languages ଏଠାରେ “ବୁଝାଏ”ର ଅର୍ଥ “ନିଦର୍ଶନ I” (ଦେଖ: [[rc://*/ta/man/translate/figs-metaphor]]) # The waters ଯଦି ପ୍ରୟୋଜନ ହୁଏ, ତେବେ ତୁମେ ଜଳରାଶି ସମ୍ବନ୍ଧରେ ଏକ ଅଧିକ ନିର୍ଦ୍ଦିଷ୍ଟ ଶବ୍ଦ ବ୍ୟବହାର କରିପାରିବ I ଦେଖ ତୁମେ କିପରି “ଜଳରାଶି”କୁ [ପ୍ରକାଶିତ ବାକ୍ୟ ୧୭:୧](../17/01.md)ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ନଦୀସମୂହ” (ଦେଖ: [[rc://*/ta/man/translate/figs-explicit]]) # multitudes ଲୋକମାନଙ୍କର ବୃହତ୍ ଦଳ # languages ଏହା ବିଭିନ୍ନ ଭାଷା କହୁଥିବା ଲୋକମାନଙ୍କୁ ବୁଝାଏ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୧୦:୧୧](../10/11.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/figs-metonymy]])