or_tn/rev/17/01.md

1.3 KiB

General Information:

ଯୋହନ ମହାବେଶ୍ୟା ବିଷୟରେ ଆପଣା ଦର୍ଶନର ଅଂଶକୁ ବର୍ଣ୍ଣନା କରିବାକୁ ଆରମ୍ଭ କରୁଛନ୍ତି I

the condemnation of the great prostitute

ବିଶେଷ୍ୟ ପଦ “ଦଣ୍ଡ” ସ୍ଥାନରେ କ୍ରିୟା ପଦ “ଦଣ୍ଡ ଦେବା” ପଦ ବ୍ୟବହାର କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର କିପରି ମହାବେଶ୍ୟାକୁ ଦଣ୍ଡ ଦେବେ” (ଦେଖ: rc://*/ta/man/translate/figs-abstractnouns)

the great prostitute

ଯେଉଁ ବେଶ୍ୟାକୁ ସମସ୍ତେ ଜାଣନ୍ତି I ସେ ଏକ ନିର୍ଦ୍ଦିଷ୍ଟ ପାପପୂର୍ଣ୍ଣ ନଗରୀର ନିଦର୍ଶନ ଅଟେ I (ଦେଖ: rc://*/ta/man/translate/writing-symlanguage)

on many waters

ଯଦି ପ୍ରୟୋଜନ ହୁଏ, ତେବେ ତୁମେ ଜଳରାଶି ସମ୍ବନ୍ଧରେ ଏକ ଅଧିକ ନିର୍ଦ୍ଦିଷ୍ଟ ଶବ୍ଦ ବ୍ୟବହାର କରି ପାରିବ I ଅନ୍ୟଏକ ଅନୁବାଦରେ: “ଅନେକ ନଦୀ ଉପରେ” (ଦେଖ: rc://*/ta/man/translate/figs-explicit)