or_tn/rev/17/15.md

16 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# The waters you saw, where the prostitute is seated, are peoples, multitudes, nations, and languages
ଏଠାରେ “ବୁଝାଏ”ର ଅର୍ଥ “ନିଦର୍ଶନ I” (ଦେଖ: [[rc://*/ta/man/translate/figs-metaphor]])
# The waters
ଯଦି ପ୍ରୟୋଜନ ହୁଏ, ତେବେ ତୁମେ ଜଳରାଶି ସମ୍ବନ୍ଧରେ ଏକ ଅଧିକ ନିର୍ଦ୍ଦିଷ୍ଟ ଶବ୍ଦ ବ୍ୟବହାର କରିପାରିବ I ଦେଖ ତୁମେ କିପରି “ଜଳରାଶି”କୁ [ପ୍ରକାଶିତ ବାକ୍ୟ ୧୭:୧](../17/01.md)ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ନଦୀସମୂହ” (ଦେଖ: [[rc://*/ta/man/translate/figs-explicit]])
# multitudes
ଲୋକମାନଙ୍କର ବୃହତ୍ ଦଳ
# languages
ଏହା ବିଭିନ୍ନ ଭାଷା କହୁଥିବା ଲୋକମାନଙ୍କୁ ବୁଝାଏ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୧୦:୧୧](../10/11.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/figs-metonymy]])