or_tn/rev/13/07.md

680 B

authority was given to it

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ପଶୁକୁ କ୍ଷମତା ଦେଲେ” (ଦେଖ:rc://*/ta/man/translate/figs-activepassive)

every tribe, people, language, and nation

ଏହାର ଅର୍ଥ ଯେ ସବୁ ଗୋଷ୍ଠୀର ଲୋକମାନେ ଅନ୍ତର୍ଭୁକ୍ତ ଅଟନ୍ତି I ଦେଖ ତୁମେ ଏହିପରି ତାଲିକାକୁ କିପରି ପ୍ରକାଶିତ ବାକ୍ୟ ୫:୯ରେ ଅନୁବାଦ କରିଅଛ I