# authority was given to it ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ପଶୁକୁ କ୍ଷମତା ଦେଲେ” (ଦେଖ:[[rc://*/ta/man/translate/figs-activepassive]]) # every tribe, people, language, and nation ଏହାର ଅର୍ଥ ଯେ ସବୁ ଗୋଷ୍ଠୀର ଲୋକମାନେ ଅନ୍ତର୍ଭୁକ୍ତ ଅଟନ୍ତି I ଦେଖ ତୁମେ ଏହିପରି ତାଲିକାକୁ କିପରି [ପ୍ରକାଶିତ ବାକ୍ୟ ୫:୯](../05/09.md)ରେ ଅନୁବାଦ କରିଅଛ I