or_tn/rev/05/09.md

1.8 KiB

For you were slaughtered

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କାରଣ ସେମାନେ ତୁମ୍ଭକୁ ହତ୍ୟା କରିଥିଲେ” କିମ୍ବା “କାରଣ ଲୋକମାନେ ତୁମ୍ଭକୁ ବଧ କରିଥିଲେ” (ଦେଖ: rc://*/ta/man/translate/figs-activepassive)

slaughtered

ଯଦି ତୁମ ଭାଷାରେ ବଳିଦାନ ନିମନ୍ତେ କୌଣସି ପଶୁକୁ ବଧ କରିବା ପାଇଁ ସେପରି କିଛି ଶବ୍ଦ ଅଛି, ଏଠାରେ ତାହା ବ୍ୟବହାର କରିବାକୁ ଚିନ୍ତା କର I

with your blood

ଯେହେତୁ ରକ୍ତ ଜଣେ ବ୍ୟକ୍ତିର ଜୀବନକୁ ବୁଝାଏ, ରକ୍ତପାତ ମୃତ୍ୟୁଭୋଗକୁ ବୁଝାଏ I ଏହା ସମ୍ଭବତଃ “ତୁମ୍ଭର ମୃତ୍ୟୁ ଦ୍ବାରା” କିମ୍ବା “ମୃତ୍ୟୁଭୋଗ କରିବା ଦ୍ବାରା” ଅର୍ଥ ପ୍ରକାଶ କରେ I (ଦେଖ: rc://*/ta/man/translate/figs-metonymy)

you purchased people for God

ତୁମ୍ଭେ ଲୋକମାନଙ୍କୁ କ୍ରୟ କଲ ଯେହେତୁ ସେମାନେ ଈଶ୍ବରଙ୍କର ହୋଇ ପାରିବେ କିମ୍ବା “ତୁମ୍ଭେ ମୂଲ୍ୟ ପରିଶୋଧ କଲ, ଯେପରି ଲୋକମାନେ ଈଶ୍ବରଙ୍କର ହୋଇ ପାରିବେ”

from every tribe, language, people, and nation

ଏହାର ଅର୍ଥ ଯେ ସବୁ ଗୋଷ୍ଠୀର ଲୋକମାନେ ଅନ୍ତର୍ଭୁକ୍ତ ଅଟନ୍ତି I